ଆର୍ନ୍ତଜାତୀୟ ନର୍ସ ଦିବସ ପାଳିତ

ବାଲେଶ୍ଵର ଜିଲ୍ଲା ଖଇରା ମେଡ଼ିକାଲ ପରିସରରେ ଆଜି ମଧ୍ୟାହ୍ନରେ ଆର୍ନ୍ତଜାତୀୟ ନର୍ସ ଦିବସ ପାଳିତ ହୋଇଛି ।

ଏଥିରେ ମେଡ଼ିକାଲ ଅଫିସର ଉପସ୍ଥିତ ରହି ନର୍ସମାନଙ୍କର ଅବଦାନକୁ କେବେ ଭୁଲିହେବନି ବୋଲି ମତ ରଖିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes