ଶିକାରୀ ଫାଶରେ ପଡିଛି କଲରାପତରିଆ ବାଘ

ଅନୁଗୁଳ ଜିଲ୍ଲା ସାତକୋଶିଆ ଜଙ୍ଗଲର ପୁରୁଣାକୋଟ ନିକଟରେ ଶିକାରୀ ମାନେ ବସାଇଥିବା ଫାଶରେ ଏକ କଲରାପତରିଆ ବାଘ ପଡ଼ିଥିବା ଆଜି ସକାଳୁ ଦେଖିବାକୁ ମିଳିଛି l
ଏହି ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes