ଭାରତ ବନ୍ଦ ପାଇଁ ଭୁବନେଶ୍ୱରରେ କଡା ସୁରକ୍ଷା ବ୍ୟବସ୍ଥା

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ପ୍ରତିବାଦରେ ଆଜି. କେତେକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଭୁବନେଶ୍ୱରର ରାଜମହଲ ଛକରେ ସିପିଆଇ ପକ୍ଷରୁ ବିକ୍ଷୋଭ କରାଯାଇଛି l
ଏହାକୁ ନଜରରେ ରଖି ଭୁବନେଶ୍ୱରର ବିଭିନ୍ନ ଛକରେ 22 ପ୍ଲାଟୁନ ପୁଲିସ ମୁତୟନ କରାଯାଇଥିବା ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes