ଅନୁଗୁଳ ଛେଣ୍ଡିପଦା ରାସ୍ତା ରାଇଝରଣ ଗ୍ରାମ ଦେଇ ଆଜି ଲୁହା ବୋଝେଇ ଟ୍ରଲର ଯାଉଥିବା ବେଳେ ସାଧାରଣ ଯାତ୍ରୀ ଯିବାଆସିବା ପାଇଁ ଘଣ୍ଟା ଘଣ୍ଟା ଧରି ଅଟକି ରହୁଥିବାରୁ ସେମାନେ ତାଙ୍କର ଗନ୍ତବ୍ୟ ସ୍ଥଳକୁ ଯିବାରେ ବିଳମ୍ବ ହୋଇଛି।
ଏନେଇ ସ୍ଥାନୀୟ ଗ୍ରାମରେ ଉତ୍ତେଜନା ଦେଖାଦେଇଛି।
Credible Local News of Odisha