ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ମାରୁଢିପ ଗ୍ରାମର ଦୋଳ ନାଗ ଆଜି ସ୍ଥାନୀୟ ଜଙ୍ଗଳକୁ ଛେଳି ଡାଳ ସଂଗ୍ରହ କରିବାକୁ ଯାଇଥିବାବେଳେ ତାଙ୍କୁ ଭାଲୁ ଆକ୍ରମଣ କରିବାରୁ ଆହତ ହୋଇଥିଲେ।
ଏନେଇ ତାଙ୍କୁ ଛେଣ୍ଡିପଦା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Credible Local News of Odisha