ଲୁଟ୍‌ ଛିନତାଇ ଘଟଣାରେ ୫ ଗିରଫ

ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଲୁଟ୍‌ ଓ ଛିନତାଇ କରୁଥିବା ନେଇ
୨ ଲୁଟେରାଙ୍କ ସହ ୩ ଜଣ କ୍ରେତାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ।

୧୨ଟି ଚେନ, ୨ଟି ମଙ୍ଗଳସୁତ୍ର ଓ ୮ଟି ମୋବାଇଲ ଜବତ କରିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes