ବାର ଆସୋସିଏସନ୍‌ର ସମର୍ଥନ ଲୋଡିଲା ଶ୍ରୀ ଜଗନ୍ନାଥ ସେନା

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟ ବାର ଆସୋସିଏସନ୍‌ର ସମର୍ଥନ ଲୋଡିଛି ଶ୍ରୀ ଜଗନ୍ନାଥ ସେନା।

ଏ ପ୍ରସଙ୍ଗରେ ଆନ୍ଦୋଳନକୁ ସମର୍ଥନ ପାଇଁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଏନେଇ ସାଧାରଣ ପରିଷଦ ବୈଠକରେ ଆଲୋଚନା ପରେ ବାର ଆସୋସିଏସନ ନିଷ୍ପତ୍ତି ନେବ ବୋଲି ସୂଚନା ଦେଇଛନ୍ତି ହାଇକୋର୍ଟ ବାର ଆସୋସିଏସନର ସମ୍ପାଦକ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes