ଲିଙ୍ଗରାଜ ମନ୍ଦିରରେ ଦର୍ଶନ ସାରି ସେବାୟତଙ୍କୁ ଉତ୍ତରୀୟ ଦେଇ ମଧ୍ୟ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲିଙ୍ଗରାଜ ମନ୍ଦିର ବେଢ଼ା ପରିକ୍ରମା କରିବା ପରେ ଲିଙ୍ଗରାଜ ମନ୍ଦିର ବେଢ଼ାରେ କିଛି ସମୟ ପାଇଁ ବସିଥିବା ଦେଖିବାକୁ ମିଳିଥିଲା।
Credible Local News of Odisha