ଅତାବିରା ହାଇସ୍କୁଲରେ ବ୍ଲକ୍କସ୍ତରୀୟ ବିଜେତା କାର୍ଯ୍ୟକ୍ରମ

ଆଜି ଶନିବାର ପୂର୍ବାହ୍ନ ସମୟରେ ବ୍ଳକ ସ୍ତରୀୟ ବିଜେତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୀକାରି ଜ୍ୟୋତିକାନ୍ତ୍ର ସାହୁ। ବ୍ଲକ ଚେୟାରମେନ ଗୀତାଞ୍ଜଳି ନାୟକ, ଏନ.ଏସସି ଚେୟାର ମେନ ଦିପାଞ୍ଜଲି ଭୁସାଗର ଯୋଗଦାନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes