ଲାଞ୍ଜିଗଡ଼ରେ 24 ଘଣ୍ଟାରେ 34.4 ମିମି ବର୍ଷା June 11, 2022 by Odisha ଗତ 24 ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ 34.4 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l