ମୌସୁମୀ ବାୟୁ ପାଇଁ ରାଜ୍ୟରେ ପାଗ ଅନୁକୂଳ

ଆଗାମୀ 4 ରୁ 5 ଦିନ ମଧ୍ୟରେ ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ ଓଡିଶାରେ ପହଂଚିବା ପାଇଁ ପାଗ ଅନୁକୂଳ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ଆଜି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes