ଲହଣ୍ତା ନାମଯଜ୍ଞରେ ଯୋଗଦେଲେ ବିଧାୟିକା

ଆଜି ବରଗଡ ଜିଲ୍ଲା ଅତାବିରା ବ୍ଲକ ଲହଣ୍ତା ଗ୍ରାମରେ ଅନୁଷ୍ଠିତ ନାମଯଜ୍ଞ ଉତ୍ସବରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗୀନି ଛୁରିଆ ଯୋଗ ଦେଇଥିଲେ ।

ଏହି ସମୟରେ ସ୍ଥାନୀୟ ସରପଂଚ ଅର୍ଜୁନ ନାୟକ ଓ ଅନେକ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ। ବିଧାୟିକା ନାମଯଜ୍ଞରେ ପ୍ରଭୁଙ୍କୁ ଦର୍ଶନ କରିବା ସହ ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes