କମ୍ୟୁନିଟି ସେଣ୍ଟର ନିର୍ମାଣର ଶୁଭ ଶିଳାନ୍ୟାସ

ବାଲେଶ୍ଵର ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁରୁଡା ଗ୍ରାମପଞ୍ଚାୟତର ମେଘଡମ୍ବରୁରେ ନୂତନ କମ୍ୟୁନିଟି ସେଣ୍ଟର ନିର୍ମାଣର ଶୁଭ ଶିଳାନ୍ୟାସ ହୋଇଛି।

ଏଥିରେ ସ୍ଥାନୀୟ ସରପଞ୍ଚ ତାପସ କୁମାର ପାଣିଗ୍ରାହୀ ଓ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes