ରୋଷେଇ କରୁଥିବା ସମୟରେ ଅଗ୍ନିକାଣ୍ଡ ଘଟି ପଡିଗଲା ଘର

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବଗେଇପୁର ଗ୍ରାମରେ ଆଜି ସକାଳ ସମୟରେ ରୋଷେଇ କରୁଥିବା ବେଳେ ଅଚାନକ ଅଗ୍ନିକାଣ୍ଡ ଘଟି ଗ୍ରାମର ବୁଦ୍ଧିମତି ମହାରଣା ଘର ପୋଡି ପାଉଁଶ ହୋଇଯାଇଛି ।

ଖଇରା ଦମକଳ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes