ହୁଇଲ ଚେୟାର ପାଇଁ ପ୍ରଶାସନକୁ ଗୁହାରୀ କଲେ ଛଟୁ

ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ତ କେନ୍ଦୁମୁଣ୍ଡି ପଂଚାୟତ ଅଧିନସ୍ଥ ତୁଳସୀ ଡୁଙ୍ଗୁରି ଗାଁର ଟିକେଚନ ନାଗଙ୍କ ପୁଅ ଛଟୁ ନାଗ (୬) ଜଣେ ଦିବ୍ଯାଙ୍ଗ ଯିଏ କି ଘୁଷୁରି ଘୁଷୁରି ବିଦ୍ଯାଳୟ ଯିବାଆସିବା କରନ୍ତି।

ଆଗକୁ ବର୍ଷା ମାସ ଆସୁଥିବାରୁ କାଦୁଅ ରାସ୍ତାରେ ଯିବା ଆସିବା କଷ୍ଟକର ହେବ, ତେଣୁ ପ୍ରଶାସନକୁ ଏକ ହୁଇଲ ଚେୟାର ଯୋଗାଇ ଦେବାକୁ ସେ ଗୁହାରୀ ଜଣେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes