ରେଳ ବିଭାଗର ଚେୟାରମ୍ୟାନଙ୍କୁ ଦାବିପତ୍ର ଦେଲେ ବିଧାୟକ

ଆଜି ଦିନିକିଆ ତାଳଚେର ଗସ୍ତରେ ଆସିଥିବା ଭାରତୀୟ ରେଳ ବିଭାଗର ଚେୟାରମ୍ୟାନ ଭି.କେ ତ୍ରିପାଠୀଙ୍କୁ ଭେଟି ଏକ ୬ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ l

ରେଳ ବିଭାଗରୁ ତାଳଚେରରୁ ହଜାର ହଜାର କୋଟି ଟଙ୍କା ରାଜସ୍ବ କେନ୍ଦ୍ର ସରକାର ପାଉଛନ୍ତି l ତାଳଚେର ରେଲୱେ ଷ୍ଟେସନକୁ ଅବହେଳା ପ୍ରସଙ୍ଗ ଓ ତାଳଚେର ଷ୍ଟେସନକୁ ଅତ୍ୟାଧୁନିକ ମଡେଲ ଷ୍ଟେସନ ଆଦି କରିବା ବିଷୟରେ ବିଧାୟକ ଆଲୋଚନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes