ସୁଲତା ଦେଓଙ୍କୁ ରାଜ୍ୟସଭା ଟିକେଟ ଯୋଗୁଁ ଯାଜପୁରରେ ଖୁସି

ଯାଜପୁର ଜିଲ୍ଲାର ବିଜେଡି ନେତ୍ରୀ ସୁଲତା ଦେଓଙ୍କୁ ରାଜ୍ୟସଭା ପାଇଁ ବିଜେଡି ମନୋନୀତ କରିଥିବାର ଯାଜପୁରରେ ବିଜେଡି କର୍ମକର୍ତ୍ତା ଓ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes