ରିମାଣ୍ଡରେ ଯିବେ ଲିଙ୍ଗୀପୁର ଏଟିଏମ୍ ଲୁଟେରା

ଭୁବନେଶ୍ୱର ଧଉଳି ଥାନା ଲିଙ୍ଗୀପୁର ଏଟିଏମ୍‌ ତାଡ଼ିନେବା ଘଟଣାରେ ୨ଅଭିଯୁକ୍ତଙ୍କୁ ୫ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟ ।

ଉଲ୍ଲେଖଯୋଗ୍ୟ, ଏଟିଏମ୍ ଲୁଟେରା ଖୋକନ ମୂଲା ଓ ଜାହାନୁର ମହମ୍ମଦ ମୂଲାଙ୍କୁ ବାଙ୍ଗାଲୋରରୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାର୍ଡ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes