ଅନୁଗୋଳ ଜିଲ୍ଲା ଖିଣ୍ଡା ପଞ୍ଚାୟତର ଜଳ ପ୍ରକଳ୍ପ ଦୀର୍ଘ ଦିନରୁ ଅଚଳ ଥିବା ଗ୍ରାମବାସୀ କହିଛନ୍ତି।
ତେଣୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ମରାମତି କରିବାକୁ ଗ୍ରାମବାସୀ ଗୁହାରୀ କରିଛନ୍ତି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।
Credible Local News of Odisha