ସୋନପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଦୈନିକ ବଜାର ନିକଟସ୍ଥ ରଥିପଡାକୁ ସଂଯୋଗ କରୁଥିବା ରାସ୍ତା କୌଣସି କାରଣରୁ ଖୋଳି ଦେବାରୁ ଲୋକଙ୍କ ଯିବାଆସିବାରେ ଅସୁବିଧା ହେଉଥିବା ଅଭିଯୋଗ ହେଉଛି।
ଏନେଇ ପଞ୍ଚାୟତ କର୍ତ୍ତୁପକ୍ଷଙ୍କୁ ଯୋଗାଯୋଗ କରାଯିବାରୁ ପାଣି ଜମି ରହିଥିବାରୁ ରାସ୍ତା ଖୋଳାଯାଇଛି। ଖୁବ୍ ଶୀଘ୍ର ମରାମତି କରାଯିବ ବୋଲି କହିଥିଲେ।