ଆଜି ସକାଳୁ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଚାଲ ଭୁବନେଶ୍ୱର ଦେଖିବା ଅଭିଯାନ ଅନୁସାରେ ବିଭିନ୍ନ ମନ୍ଦିର ଦର୍ଶନ କରିବା ସହ ବୈଠକରେ ସ୍ଥାନୀୟ ସମସ୍ୟା ବୁଝିବା ସହ ଭୁବନେଶ୍ୱର ପାସେଞ୍ଜର ହଲ୍ଟ ପରିଦର୍ଶନ କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ l
ଏହି ଅବସରରେ ଜିଲ୍ଲା ସଭାପତି ବାବୁ ସିଂ, ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ କର୍ପୋରେଟର ମଧୁସ୍ମିତା ପ୍ରଧାନ ସମସ୍ତ ନେତୃବୃନ୍ଦ ଜନ ସାଧାରଣ ଉପସ୍ଥିତ ଥିଲେ l