ରାସ୍ତା ଉପରେ ବନ୍ଧୁକ ଧରି ଡ୍ୟାନ୍ସ

କଟକ ଶଙ୍କରପୁରରୁ ଏଲ୍‌ଆଇସି କଲୋନୀକୁ ବରଯାତ୍ରୀ ହୋଇ ଆସିଥିବା ବେଳେ ବନ୍ଧୁକ ଦେଖାଇ ନାଚୁଥିବା ଯୁବକକୁ ବାଦାମବାଡି ପୁଲିସ ଅଟକ ରଖିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes