୧୫ ବର୍ଷରୁ ଉର୍ଦ୍ଧ୍ବ ଏବଂ ଫିଟନେସ୍ ନଥିବା ଗାଡ଼ିକୁ ସ୍ପ୍ରାପିଂ କରାଯିବ ବୋଲି ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ଦେଇଛନ୍ତି।
ସ୍କ୍ରାପିଂ ହେବାକୁ ଥିବା ଗାଡ଼ି ମଧ୍ୟରେ ୧୨ ଲକ୍ଷ ୯୯ ହଜାର ୩୫୧ଟି ବାଇକ/ସ୍କୁଟର ସ୍କ୍ରାପିଂ ରହିଛି। ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟନେସ୍ ରହିଛି।