ବଲାଙ୍ଗୀରରେ ଜାଭା ୟେଦୀ ମୋଟର ସାଇକେଲ ଶୋରୁମ ଉଦଘାଟିତ

ବରିଷ୍ଠ ଆଇନଜୀବୀ ଶ୍ରୀ ଅମରେନ୍ଦ୍ର ମିଶ୍ର ଆଜି ମାଧିଆପାଲି ଠାରେ ଜାଵା-ୟେଦୀ ମୋଟର ସାଇକେଲ ଶୋରୁମ ଉଦଘାଟନ କରିଥିଲେ।

ବଲାଙ୍ଗୀର ସହରେ ଏହି ଶୋରୁମ ପ୍ରଥମ।ଏହା ଯୁବ ପଢ଼ିଙ୍କ ଚାହିଦା ପୁରଣରେ ସହାୟକ ହେବ ବୋଲି ପ୍ରୋପାଇଟର ଶେଖର ସିଦ୍ଧାର୍ଥ କହିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes