ରାସ୍ତାରେ ପିଲେଟ, ଯାତାୟତ ବିପଦପୂର୍ଣ୍ଣ

ବଡ଼ବିଲ ଖଣି ଅଞ୍ଚଳରେ ରାସ୍ତାରେ ପିଲେଟ୍ ଗୋଲି ପଡୁଥିବାରୁ ଯାତାୟତ ରେ ସମସ୍ୟା ସୃଷ୍ଟି ହେଉଛି। ବିଶେଷ କରି ବାଇକ୍ ଆରୋହୀ ମାନେ ଦୁର୍ଘଟଣା ର ସମ୍ମୁଖୀନ ହେଉଛନ୍ତି। ବଡ଼ବିଲ – ବଲାଣି ରାସ୍ତାରେ ବାଗୁ ସଂଖ୍ୟାରେ ପିଲେଟ ବିଭିନ୍ନ କାରଖାନାରୁ ବିଭିନ୍ନ ସାଇଡିଂ, କାରଖାନା କୁ ପରିବହନ ହୋଇଥାଏ। ତେବେ ଉପଯୁକ୍ତ ଘୋଡ଼ଣି ଅଭାବ ରୁ ରାସ୍ତାରେ ପଡୁଛି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ କୁହୁଲୁଛି। ଏନେଇ କମ୍ପାନୀ ବିରୁଦ୍ଧ ରେ ଆଇନଗତ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଦାବି ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes