କେନ୍ଦୁଝର ସହରର ରାସ୍ତାଘାଟ ନିୟମିତ ସଫେଇ ହେଉନାହିଁ, ମଙ୍ଗଳବାର ଦିନ ଦଶଟା ପର୍ଯ୍ୟନ୍ତ ସଫେଇ ହୋଇ ନ ଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ବେପାରୀ, ଚାଷୀ , ବନବାସୀ ଆଦି ବସି ପନିପରିବା, ବନଜାତ ଦ୍ରବ୍ୟ ଆଦି ବିକ୍ରି ବଟା କରୁଛନ୍ତି।
ସେହିପରି ଦୋକାନ ବଜାରକୁ ଆସୁଥିବା ଲୋକମାନେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବାହାରୁ ଆସୁଥିବା ଲୋକମାନେ ଏଭଳି ପରିବେଶରେ ହୋଟେଲକୁ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି।