ରାଜ୍ୟ ସ୍ତରୀୟ ବେଡ଼ମିଣ୍ଟନ ଟୁର୍ଣ୍ଣାମେଂଟ ଉଦଘାଟିତ

ବଲାଙ୍ଗିର ପି. ଆର. ହାଇସ୍କୂଲ ଇଣ୍ଡୋର ବେଡ଼ମିଣ୍ଟନ ଷ୍ଟାଡିଅମରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଆଜି ବେଡ଼ମିଣ୍ଟନ ଚମ୍ପିୟାନସିପ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ।

ଏହି ଅବସରରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ  ନିତିନ କୁସ୍ସଲକର ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes