ଆଜି ରିଲିଜ ହୋଇଛି ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନଙ୍କ ସୁପରହିଟ୍ ଫିଲ୍ମ ‘ଦମନ’ର ହନ୍ଦୀ ରୂପାନ୍ତରର ଟ୍ରେଲର।
ଭିନ୍ନ କାହାଣୀକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏହି ଫିଲ୍ମକୁ ଏବେ ହିନ୍ଦୀ ଦର୍ଶକ ମଧ୍ୟ ଦେଖିପାରିବେ। ଆସନ୍ତା ଫେବୃଆରୀ ୩ରେ ହିନ୍ଦୀରେ ରିଲିଜ ହେବ ଫିଲ୍ମ ।
Credible Local News of Odisha