ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢିଲା

ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀ ମାନଙ୍କ ମହଙ୍ଗା ଭତ୍ତା 31% ରୁ ବଢ଼ି 34% ହୋଇଥିବା ଏବଂ ଏହା ପିଛିଲା ଭାବେ ଗତ ଜାନୁଆରୀ ପହିଲାରୁ ଲାଗୁ ହେବ ବୋଲି ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି l
ଏ ମାସର ଦରମାରେ 4 ଲକ୍ଷ କର୍ମଚାରୀ ଓ 3.5 ଲକ୍ଷ ପେନସନଭୋଗୀ ଉପକୃତ ହେବେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes