ଛାତ୍ରଛାତ୍ରୀ ବୁଲିଲେ ମୁଖ୍ୟ ଡାକଘର

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ୍ ମିସନର ୬୫ ଜଣ ଛାତ୍ରଛାତ୍ରୀ ଆଜି ସହରର ମୁଖ୍ୟ ଡାକଘର ବୁଲି ଦେଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes