ରାଜ୍ୟ ସରକାରଙ୍କ ବିରୋଧରେ ଭଞ୍ଜସେନାର ପ୍ରତିବାଦ ସଭା

ମୟୂରଭଞ୍ଜ ଜିଲ୍ଲାରେ ଥିବା ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର , ଖିଚିଂ ମା’ କିଚକେଶ୍ୱରୀ ମନ୍ଦିର, ଦେବକୁଣ୍ଡ ମା’ ଅମ୍ବିକାଙ୍କ ପୀଠ ଏବଂ ମଣତ୍ରୀର ବାବା କଖାରୁଆ ବୈଦ୍ୟନାଥ ମନ୍ଦିର ପ୍ରତି ରାଜ୍ୟ ସରକାରଙ୍କ ତରଫରୁ କୌଣସି ଆଖିଦୃଶିଆ ଆର୍ଥିକ ଅନୁଦାନ ନ ମିଳିବା ବିରୋଧରେ ଆଜି ଭଞ୍ଜସେନା ପକ୍ଷରୁ ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ସକାଳ ୯ଘଟିକା ଠାରୁ ବାରିପଦା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା କରିଛନ୍ତି।

ରଥଯାତ୍ରା ପୂର୍ବରୁ ଅନୁଦାନ ନ ମିଳିଲେ ଆନ୍ଦୋଳନ ଜୋରଦାର କରାଯିବାର ଚେତାବନୀ ଦେଇଛି ଭଞ୍ଜସେନା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes