ବିଜେପିର ସମ୍ପର୍କ କାର୍ଯ୍ୟକ୍ରମ

ଅଖଣ୍ଡ ଭାରତର ଲଢେଇ ଲଢି ବଳିଦାନ ଦେଇଥିବା ଶ୍ରଦ୍ଧେୟ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଆଜି ବଳିଦାନ ଦିବସ ଥିଲା l

ଏହି ଅବସରରେ ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପିର ବାଣୀବିହାର ମଣ୍ଡଳରେ ବିଭିନ୍ନ ବୁଥରେ ବୁଥ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ଦଳୀୟ ନେତୃବୃନ୍ଦ ଓ ଦଳୀୟ କାର୍ଯ୍ୟକର୍ତା ଯୋଗ ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes