ରାଜ୍ୟ ସଂଗ୍ରହାଳୟରେ ନିଳପଡ଼ିଆ ବସ୍ତିର ପିଲା

ଆଜି ରଜ ଉତ୍ସବରେ ନିଳପଡ଼ିଆ ବସ୍ତିର ୭୨ଜଣ ପିଲା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରି ଭିନ୍ନ ଅନୁଭୂତି ସାଉଁଟିଛନ୍ତି l

ସେମାନଙ୍କୁ ବୁଲେଇବାକୁ ନେଇଥିଲେ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ l ଏନେଇ ସଂଗ୍ରହାଳୟ ତରଫରୁ ମଧ୍ୟ ଅନେକ ସହଯୋଗ ମିଳିଥିଲା ବୋଲି ସେ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes