ବ୍ୟକ୍ତି ନିଖୋଜ ନେଇ ଥାନାରେ ଅଭିଯୋଗ

ଅନୁଗୁଳ ଜିଲ୍ଲା ଜରପଡା ଥାନା କତଡା ଗ୍ରାମର ଧନୁ ମନହୀରା‌ (୬୦) ଘରୁ‌ କେଉଁ ଆଡେ ଚାଲିଯାଇଛନ୍ତି।

ଏନେଇ ପରିବାର ଲୋକେ ଜରପଡା ଥାନାରେ ଅଭିଯୋଗ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes