ରାଜ୍ୟର ୧୬ଟି ସମବାୟ ସମିତି ଲାଗି ଚାଲିଛି ନିର୍ବାଚନ

୧୪ଟି ସମବାୟ ବ୍ୟାଙ୍କ ଓ ୨ଟି ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଲାଗି ନିର୍ବାଚନ ଚାଲିଛି।

ଅପରାହ୍ଣ ୪ଯାଏଁ ମତଦାନ ଚାଲିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes