କ୍ଷେତ୍ରବାସୀ ଡିଏଭି ଆଲୁମିନି ଆସୋସିଏସନ ପକ୍ଷରୁ ଜରୁରୀ ବୈଠକ

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ କ୍ଷେତ୍ରବାସୀ ଡିଏଭି ଆଲୁମିନି ଆସୋସିଏସନ୍ ପକ୍ଷରୁ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ନୂତନ ଅଧ୍ୟକ୍ଷଙ୍କୁ ସମ୍ବର୍ଦ୍ଧନା ଓ ସରକାରଙ୍କ ପକ୍ଷରୁ ୧୦ ଏକର ଜମିପଟ୍ଟା କଲେଜ ନାମରେ ରାଜ୍ୟ ସରକାରଙ୍କ ଭୂଲେଖ ଅନଲାଇନରେ ଉପଲବ୍ଧକୁ ନେଇ ଆଲୁମିନି ପକ୍ଷରୁ ଜିଲ୍ଲାପାଳ ଓ ତହସିଲଦାରଙ୍କୁ ସାଧୁବାଦ ଦିଆଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes