ରାଜ୍ୟରେ ୯୭ଟି ଶୀତଳ ଭଣ୍ଡାର ଅଚଳ, ୩୬ଟି ସଚଳ

ପ୍ରଶ୍ନକାଳରେ କୃଷୀ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି।

ଅଚଳ ହୋଇଥିବା ଶୀତଳ ଭଣ୍ଡାର ସଚଳ କରିବା ସମ୍ଭବ ନୁହେଁ, ଅଚଳକୁ ସଚଳ କରିବା ବ୍ୟୟ ବହୁଳ, ସେହି ଟଙ୍କାରେ ନୂଆ ହୋଇପାରିବ,ରାଜ୍ୟରେ ୧ ହଜାର ଶୀତଳୀକରଣ ଗୃହ ନିର୍ମାଣ କରିବାକୁ ଯୋଜନା ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes