କୋଇଡ଼ା ବିଡିଓଙ୍କ ବାପା ରମେଶ ଚନ୍ଦ୍ର ରାଜ ଗିରଫ; ଭାଇ ଅଟକ

ଝିଅକୁ ମାଡ଼ ମାରିବା ଅଭିଯୋଗରେ କୋଇଡା ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି।

କୋଇଡାରେ ବିଡିଓ ଥିବା ଝିଅକୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ନେଇ ରାଉରକେଲା SP ମୁକେଶ ଭାମୁ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes