ରାଜ୍ୟରେ ଦିନକରେ 1178 କରୋନା ଆକ୍ରାନ୍ତ ଚିହ୍ନଟ

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 1178 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 690 ଜଣ କ୍ଵାରେଣ୍ଟାଇନରେ ଅଛନ୍ତି ଏବଂ 488 ଜଣ ସ୍ଥାନୀୟ ସଂକ୍ରମିତ l

ରାଜ୍ୟରେ ମୋଟ 13 ଲକ୍ଷ 4 ହଜାର 369 ପଜିଟିଭ ହୋଇଥିବା ବେଳେ 11 ଲକ୍ଷ 87 ହଜାର 941 ଜଣ ସୁସ୍ଥ ହୋଇଛନ୍ତି l 7245 କରୋନା ପଜିଟିଭ ଏବେ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes