ହୀରାକୁଦର 10ଟି ଗେଟ ଦେଇ ନିଷ୍କାସିତ ହେଉଛି ପାଣି

ହୀରାକୁଦ ଜଲଭଣ୍ଡାରର ଜଳସ୍ତର କ୍ରମାଗତ ବୃଦ୍ଧି ପାଉଥିବା ବେଳେ ଗୁରୁବାର ସନ୍ଧ୍ୟା ସୁଦ୍ଧା ଜଳସ୍ତର 614.27ଫୁଟରେ ପହଞ୍ଚି ଥିବା ବେଳେ 10ଟି ଗେଟ ଦେଇ ପାଣି ନିଷ୍କାସିତ ହେଉଥିବା ସୂଚନା ମିଳିଛି l

ଜଲଭଣ୍ଡାରରୁ ସର୍ବମୋଟ 10ଟି ସ୍ପିଲୱେ ଦେଇ 152190କ୍ୟୁସେକ ଓ ପାୱାର ଚାନେଲ 36258କ୍ୟୁସେକ ଜଳ ମହାନଦୀରେ ଛଡାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes