ରାଜ୍ୟରେ ଆଉ ୩ଟି ନୂଆ ଥାନା ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ

ଖୋର୍ଦ୍ଧାରେ ଶିଳ୍ପାଞ୍ଚଳ ଥାନା, କେନ୍ଦୁଝର ଓ ବଡ଼ବିଲରେ ଟ୍ରାଫିକ ଥାନା ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ ଦେଇଛନ୍ତି।

ମୁଖ୍ୟ ଖୋର୍ଦ୍ଧା-ଶିଳ୍ପାଞ୍ଚଳ ଫାଣ୍ଡି ଥାନା ହେବ। ଏଥିପାଇଁ ୨୩ଟି ଅତିରିକ୍ତ ପଦବୀକୁ ମଂଜୁରୀ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes