କେନ୍ଦୁଝରରେ ୨ଟି ଥାନା ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ

କେନ୍ଦୁଝର ଓ ବଡ଼ବିଲ ସହରରେ ୨ଟି ଟ୍ରାଫିକ ଥାନାକୁ ମଂଜୁରୀ ମିଳିଛି।

୨ଟି ଟ୍ରାଫିକ ଥାନା ପାଇଁ ୨୪ଟି ନୂତନ ପଦବୀକୁ ମଂଜୁରୀ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes