ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜକୁ ଆଜି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଉନ୍ନୟନ ପରିଷଦ ନିର୍ଦ୍ଦେଶକ ପ୍ରଫେସର ଡ.ବିଘ୍ନେଶ ପ୍ରସାଦ ମିଶ୍ର,କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଡ.ନରେନ୍ଦ୍ର କୁମାର ରାଉତ,ପ୍ରଶାସନିକ ବିଭାଗର ବରିଷ୍ଠ ସହାୟକ ଅକ୍ଷୟ କୁମାର ସେଠୀ ପ୍ରମୁଖ ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ପରିଦର୍ଶନରେ ଆସିଥିଲେ ।