“ପବିତ୍ର ଜଳ ସଂଗ୍ରହ ଉତ୍ସବ” ପାଳିତ

ଆଜାଦି କା ଅମୃତ ମହୋତ୍ସବ ଅବସରରେ ମହାତ୍ମା ଗାନ୍ଧୀଙ୍କ ପବିତ୍ର ୧୫୩ତମ ଜୟନ୍ତୀ-୨୦୨୨ ଉପଲକ୍ଷେ ଜିଲ୍ଲା ପ୍ରଶାସନ ମୟୂରଭଞ୍ଜ ତତ୍ୱାବଧାନରେ ବାରିପଦା ମଧୁବନ ସ୍ଥିତ ମୁଖ୍ୟ ବୁଢାବଳଙ୍ଗ ନଦୀ ପଠାରୁ “ପବିତ୍ର ଜଳ ସଂଗ୍ରହ ଉତ୍ସବ” ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ, ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ସହିତ ଅନ୍ୟାନ୍ୟ କର୍ମକତା ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes