ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ବିଧାୟକ

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ମାରିଦେବାକୁ ବିଜେଡି ନେତା ଅରୂପ ପଟ୍ଟନାୟକ ଧମକ ଦେଇଥିବା ଅଭିଯୋଗ କରି ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟିଛନ୍ତି।

ଏହାପରେ ଅରୂପ ପଟ୍ଟନାୟକଙ୍କ ନାଁରେ ଏତଲା ଦେବାକୁ ଥାନାକୁ ପଦଯାତ୍ରାରେ ଯାଇଥିଲେ ବିଜେପି ବିଧାୟକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes