ବଲାଙ୍ଗିରରେ ବିଜେଡି-କଂଗ୍ରେସ କର୍ମୀ ହାତାହାତି

ବଲାଙ୍ଗିର ସଂସ୍କୃତି ଭବନ ଉଦଘାଟନ ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଉପସ୍ଥିତିରେ ବିଜେଡି-କଂଗ୍ରେସ କର୍ମୀ ହାତାହାତି ହୋଇଛନ୍ତି।

ଆକ୍ରମଣରେ ଜଣେ ମହିଳା କାଉନସିଲର ଆହତ ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes