ରାଜଭବନ ଘେରାଉ କଲା କଂଗ୍ରେସ

ଅଦାନୀ ଲିଙ୍କ ଅଭିଯୋଗ କରି କଂଗ୍ରେସ ଅଭିନବ ପ୍ରତିବାଦ କରିଛି।

ସିଲିଣ୍ଡର ଉପରେ ଗୋବର ଘଷି ରଖି କଂଗ୍ରେସର ରାଜଭବନ ଘେରାଉ କରିଛି। ପିସିସି ସଭାପତି ଶରତ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ବିରୋଧରେ ବର୍ଷିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes