ଡ୍ରପଆଉଟ ପିଲାଙ୍କୁ ଧନ୍ଦାମୂଳକ ଶିକ୍ଷା ଦେବାକୁ କାଉନସେଲିଂ କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ସଚିବ।
ପ୍ରଥମ ପର୍ଯ୍ୟାୟରେ ୧୭ ବର୍ଷରୁ ଅଧିକ ପିଲାଙ୍କୁ ସାମିଲ କରାଯିବ।କାଉନସେଲିଂ ପରେ ପିଲାମାନେ ପସନ୍ଦ ମୁତାବକ ଧନ୍ଦାମୂଳକ ଶିକ୍ଷା ନେବେ ବୋଲି ସଚିବ କହିଛନ୍ତି।
Credible Local News of Odisha