ରାଏସିନା ଆଲୋଚନା ଚକ୍ର- ୨୦୨୨: ଭାରତର ଅର୍ଥନୀତି ଅଭିବୃଦ୍ଧିକୁ ସାରା ବିଶ୍ବ ସ୍ବାଗତ କରୁଛି: ବୈଜୟନ୍ତ

ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଓ ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ନୂଆ ଦିଲ୍ଲୀଠାରେ ରାଏସିନା ଆଲୋଚନା ଚକ୍ର- ୨୦୨୨ ର ୭ତମ ସଂସ୍କରଣ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉଦଘାଟିତ ହୋଇଥିବା ବେଳେ ଦ୍ବିତୀୟ ଦିନରେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଭାରତର ପ୍ରତିନିଧି ଭାବେ ଯୋଗଦେଇ ଉଦାରବାଦ ଓ ବିଶ୍ବ ଧୃବୀକରଣ ସମସ୍ୟା ସମ୍ପର୍କରେ ଆଲୋକପାତ କରିଛନ୍ତି। ଭାରତୀୟ ଅର୍ଥନୀତି ଅଭିବୃଦ୍ଧିକୁ ସାରା ବିଶ୍ବ ସ୍ବାଗତ କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes