ଭୁବନେଶ୍ୱର ଇଗ୍ନୋରୁ ୯୪୫୨ ଛାତ୍ରଛାତ୍ରୀଙ୍କୁ ଉପାଧି

ଆଜି ନୂଆଦିଲ୍ଲୀ ଠାରେ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ଵବିଦ୍ୟାଳୟ -ଇଗ୍ନୋ ର 35ତମ ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଥିବା ବେଳେ ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରରୁ 9452 ଜଣ ଛାତ୍ରଛାତ୍ରୀଙ୍କୁ ଉପାଧି ପ୍ରଦାନ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes